25.1 C
Bhubaneswar
Sunday, March 16, 2025
Homeଓଡିଶାଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ

ଯାଜପୁର : ଯାଜପୁର ଜିଲା ଦଶରଥପୁର ବ୍ଲକ ମୁରାରୀପୁର ଗ୍ରାମର ସୌମ୍ୟରଂଜନ ରାଉତ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ସେ ନିଜ ଶରୀରରେ ୩୦ କେଜି ଓଜନ ବନହନ କରି ଚକ୍ରାୟନ କରିଥିଲେ । ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଥିବା ଏକ ପ୍ରତିଯୋଗୀତାରେ ସେ ଏହି ସପଂଳତା ପାଇଛନ୍ତି । ସୌମ୍ୟରଂଜନ ନିୟମିତ ବାୟାମ ଓ ଯୋଗାଭ୍ୟାସ କରିଥାନ୍ତି । ଏଥିସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଅଛନ୍ତି । ସୌମ୍ୟରଂଜନଙ୍କୁ ଏହି ସପଂଳତା ମିଳିିବା ପରେ ଜିଲା ଓ ଜିଲା ବାହାରୁ ଅନେକ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କଠିନ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ତାଙ୍କୁ ଏହି ସପଂଳତା ମିଳିଲା ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking