ନୂଆଦିଲ୍ଲୀ: ଆଜିର ସମୟରେ କ୍ୟାନସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ ବିଭିନ୍ନ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ କ୍ୟାନସର ପାଇଁ ଧୂମପାନ ଓ ବୟସ ଦୁଇଟି ବଡ଼ ବିପଦ । ଧୂମପାନ ଫୁସଫୁସ କ୍ୟାନସରଠାରୁ ଅଧିକ ଭୟଙ୍କର ହୋଇଥାଏ । ଧୂମପାନ ଓ ବୟସ ଏହି ଦୁଇଟି ଜିନିଷ କ୍ୟାନସରକୁ ବିକଶିତ କରାଯାଇବାରେ ସହାୟତା କରିଥାଏ । ନିକଟରେ କରାଯାଇଥିବା ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି ।