27.2 C
Bhubaneswar
Thursday, April 16, 2026
Homeଓଡିଶାଆକାଶ ଛୁଆଁ ଟମାଟୋ ଦର

ଆକାଶ ଛୁଆଁ ଟମାଟୋ ଦର

ଭୁବନେଶ୍ୱର : ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଟମାଟୋ କିଲୋ ଶହେରେ ପହଞ୍ଚିଲାଣି। ବିଭିନ୍ନ ସ୍ଥାନରେ ଶହେ ଟଙ୍କା ଉପରେ କିଲେ ଟମାଟୋ ବିକ୍ରି ହେଉଛି । ପାର୍ବଣ ବେଳେ ପରିବା ଦର ବଢ଼ିବା ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ମାସ ପୂର୍ବରୁ ମଧ୍ୟ ଟମାଟୋ ଦର ଶହେ ଚପିଥିଲା । ପୁଣି ଥରେ ସମାନ ସ୍ଥିିତି ଦେଖିବାକୁ ମିଳିଛି । କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତିକି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking