26.1 C
Bhubaneswar
Tuesday, September 17, 2024
Homeଓଡିଶାଲସ୍ ଭେଗାସ୍‌ରେ ଗୁଳିକାଣ୍ଡ, ୩ ମୃତ

ଲସ୍ ଭେଗାସ୍‌ରେ ଗୁଳିକାଣ୍ଡ, ୩ ମୃତ

ଲସ୍ ଭେଗାସ୍ : ଆମେରିକାର ଲସ୍ ଭେଗାସ୍‌ସ୍ଥିତ ନୋଭାଡା ବିଶ୍ୱବିଦ୍ୟାଳୟରେ ବୁଧବାର ଆତତାୟୀଙ୍କ ଗୁଳିରେ ୩ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ସାମିଲ ଥିବା ପୁଲିସ ଅନୁମାନ କରୁଛି । ଗୁଳିକାଣ୍ଡର କାରଣ ଜଣାପଡିନଥିଲେ ସୁଦ୍ଧା ପୁଲିସ କ୍ୟାମ୍ପସ୍‌ରେ ପଇଁତରା ମାରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking