29.1 C
Bhubaneswar
Tuesday, March 18, 2025
Homeଓଡିଶାଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଏସ୍‌ଏଚଜି : ପ୍ରଦୀପ ଅମାତ

ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଏସ୍‌ଏଚଜି : ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି । ବିଧାନସଭାରେ ପ୍ରଶ୍ନକାଳରେ ଉତ୍ତର ଦେଲେ ଜଙ୍ଗଳ ମନ୍ତ୍ରୀ ପ୍ରଦୀପ ଅମାତ । ଧାନ କାଟିଲା ପରେ ବଳକା ଅଂଶରେ ଚାଷୀଚ ନିଆଁ ଲଗାଇ ଦେଉଛି । ଯେଉଁଥି ପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି,ତାର ୯୮ ପ୍ରତିଶତରେ ପଂହଞ୍ଚୁଛୁ । ବିଭାଗ୍ନି ନିୟନ୍ତ୍ରଣ ପାଇଁ ଏସ୍‌ଏଚଜି ବନ ସୁରକ୍ଷା ସମିତିରେ ସହଯୋଗ ନିଆଯାଉଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking