39.1 C
Bhubaneswar
Monday, June 2, 2025
Homeଓଡିଶାଜଳିଗଲା ଶାଢୀ ସୋ ରୁମ୍‌

ଜଳିଗଲା ଶାଢୀ ସୋ ରୁମ୍‌

ଅନୁଗୁଳ: ଶାଢୀ ସୋ ରୁମରେ ବଡ ଧରଣର ଅଗ୍ନିକାଣ୍ଡ । ଶଙ୍କର ସିନେମା ରୋଡ୍ ମଙ୍ଗଳମ୍ ଶାଢୀ ସୋ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚାହିଁଥିଲେ ହେଁ ନିଆଁ ଆୟତ୍ତକୁ ଆସିନଥିଲା ।ଚ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ସର୍ଟ ସର୍କିଟ ଯୋଗୁ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking