ବୌଦ୍ଧ : ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ । ବୌଦ୍ଧ ପୋଲିସ ନିକଟରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଉଭୟ କେକେବିଏନ ଡିଭିଜନ ମହାନଦୀ ଏରିଆ କମିଟି ସଦସ୍ୟ । ଉଭୟ ଛତିଶଗଡ ବିଜାପୁରର, ୫ ବର୍ଷ ତଳେ ସାମିଲ ହୋଇଥିଲେ ।