ଖୋର୍ଦ୍ଧା : ଖୋର୍ଦ୍ଧାରେ ବନ୍ୟାର କରାଳ ରୂପ । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ବନ୍ୟା ପାଣରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଛନ୍ତି । ବାହ୍ୟଜଗତରୁ ବିଚ୍ଛିନ୍ନ ଗାଁ ହିରିମୂଳକୁ ବୋଟ ଯୋଗେ ଯୋଗାଯୋଗ କରୁଛନ୍ତି ଲୋକେ । ଚାଷ ଜମି ଉପରେ ଚାଲିଛି ଡ଼ଙ୍ଗା ।