33.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶଭୂସ୍ଖଳନରେ ୭ ଯବାନ ସହିଦ

ଭୂସ୍ଖଳନରେ ୭ ଯବାନ ସହିଦ

ମଣିପୁର: ମଣିପୁରରେ ଗତ କିଛି ଦିନ ହେବ ଜାରି ରହିଥିବା ବର୍ଷା କାରଣରୁ ବୁଧବାର ରାତିରେ ନୋନି ଜିଲ୍ଲାର ପୋତୁଲ୍ ରେଳବାଇ ଷ୍ଟେସନ୍ ନିକଟରେ ଭୂସ୍କଳନ ଘଟିଛି। ଏହି ଭୂସ୍କଳନରେ ୭ ଜଣ ସେନା ଜବାନଙ୍କ ଜୀବନ ଯାଇଛି। ଭୂସ୍କଳନ ପରେ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ ୫୫ ଜଣଙ୍କର ଏବେ ବି କୌଣସି ଖୋଜ୍ ଖବର ନାହିଁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା ହେଲିକପ୍ଟର ମଧ୍ୟ ଉଚିତ ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି। ପରିସ୍ଥତିରେ ଏବେ ବି ସୁଧାର ଆସିନଥିବାରୁ ନୋନିର ଡେପୁଟି କମିସନ୍ର ଏକ ଆଡ୍‌ଭାଇଜରି ଜାରି କରି ସଂପୃକ୍ତ ଅଞ୍ଚଳକୁ ସାଧାରଣ ଜନତା, ବିଶେଷ କରି ଛୋଟ ପିଲାଙ୍କୁ ଯିବା ପାଇଁ ବାରଣ କରିଛନ୍ତି। ଭୂସ୍କଳନ ଘଟିବା ପରେ ଉଭୟ ରାଜ୍ୟ ଓ ଜାତୀୟ ତଦନ୍ତକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking