35.1 C
Bhubaneswar
Sunday, May 19, 2024
Homeଓଡିଶା୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୨ ଗିରଫ

୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର: ୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ପିପିଲିର ଏକ କଲେଜ ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗାର କାରବାର ହେଉଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking