37.1 C
Bhubaneswar
Saturday, May 18, 2024
Homeଅପରାଧକୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ୍

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ୍

ବ୍ୟୁରୋ : କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ବାଲେଶ୍ୱର ରେଳଷ୍ଟେସନ ରୋଡରୁ ବ୍ରାଉନସୁଗାର ଜବତ କଲା ଏସଟିଏଫ୍ । ସଂଧ୍ୟା ସମୟରେ ବ୍ରାଉନ ସୁଗାର ଡିଲ ପାଇଁ ଚାଲିଥିଲା ବଡ଼ ଧରଣ ଯୋଜନା । ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ୪ ଅଭିଯୁକ୍ତ । ସେମାନେ ହେଲେ ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିତ ନାୟକ । ୪ ଅଭିଯୁକ୍ତଙ୍କ ଘର ବାଲେଶ୍ୱର ଅଞ୍ଚଳରେ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking