29.1 C
Bhubaneswar
Thursday, April 24, 2025
Homeଓଡିଶାବାରବାଟୀରେ ସୁରକ୍ଷା ଯାଞ୍ଚ

ବାରବାଟୀରେ ସୁରକ୍ଷା ଯାଞ୍ଚ

କଟକ : ବାରବାଟୀ ମ୍ୟାଚ ପାଇଁ  ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି ।  ଅଫଲାଇନ ଟିକେଟ ବିକ୍ରି ପୂର୍ୱରୁ  ସୁରକ୍ଷା ଯାଞ୍ଚ କଡାକଡି କରାଯାଇଛି । ସୁରକ୍ଷା ଯାଞ୍ଚ କଲେ ଅତିରିକ୍ତ ସିପି ଓ କଟକ ଡିସିପି । କାଲି ୧୦ଟାରୁ ଅଫଲାଇନରେ ବିକ୍ରି ହେବ ଟିକେଟ । ସୁରକ୍ଷା ପାଇଁ ୨୭ ପ୍ଲାଟୁନ ଫୋର୍ସ  ପୁଲିସ ସଜାଗ ରହିବେ । ରାତିରୁ ଧାଡି ନକରିବାକୁ  ଡିସିପି ଅପିଲ କରିଛନ୍ତି । ରାତିରୁ ଭିଡ କଲେ କାଯ୍ୟାନୁଷ୍ଠାନ ହେବ କହିଛନ୍ତି ଡିସିପି । ଏହା ସହିତ ଚୋରାରେ ଟିକେଟ ବିକ୍ରି କଲେ କାଯ୍ୟାନୁଷ୍ଠାନ ହେବ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking