28.1 C
Bhubaneswar
Thursday, May 22, 2025
Homeଓଡିଶାଦୁର୍ଘଟଣାରେ ଏସଡିଜେଏମଙ୍କ ମୃତ୍ୟୁ

ଦୁର୍ଘଟଣାରେ ଏସଡିଜେଏମଙ୍କ ମୃତ୍ୟୁ

କରଞ୍ଜିଆ :ଦୁର୍ଘଟଣାରେ ରାଇରଙ୍ଗପୁର ଏସଡିଜେଏମଙ୍କ ମୃତ୍ୟୁ । ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ ଙ୍କ ମୃତ୍ୟୁ । ଏନଏଚ-୪୯ ର ଚାଇଁନେବଦା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ସ୍ୱାମୀ ଙ୍କ ସହ କାରରେ ଆସୁଥିଲା ବେଳେ ଦୁର୍ଘଟଣାର ସମ୍ମୁଖୀନ । ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଏସଡିଜେଏମ ଙ୍କ କାର । ଯଶିପୁର ମେଡିକାଲ ରେ ଏସଡିଜେଏମ ଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ମୃତ ସ୍ମରଣିକା ଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ।ଗାଁ ରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କୁ ସ୍ୱାମୀଙ୍କ ସହ ଆସୁଥିଲେ ସ୍ମରଣିକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking