29.2 C
Bhubaneswar
Thursday, April 16, 2026
Homeଓଡିଶା୨୯ରେ ଅନୁସୂଚିତ ଜାତି/ ଜନଜାତି ସଂସଦୀୟ ସମ୍ମିଳନୀ

୨୯ରେ ଅନୁସୂଚିତ ଜାତି/ ଜନଜାତି ସଂସଦୀୟ ସମ୍ମିଳନୀ

 ଭୁବନେଶ୍ୱର: ଅଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ ଜନଜାତି ସଂସଦୀୟ କମିଟି ସମ୍ମିଳନୀ ।ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଅଗଷ୍ଟ ୨୯ ଏବଂ ୩୦ ତାରିଖରେ ଭୁବନେଶ୍ୱରର ଲୋକ ସେବା ଭବନରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ବିଧାନସଭା ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ପରେ ବିବରଣୀ ପ୍ରଦାନ କରି, ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତ ଆଗାମୀ ସମ୍ମିଳନୀକୁ ନିଶ୍ଚିତ କରିଛନ୍ତି। ୧୯୯୪ ପରେ କରି ଓଡିଶାରେ କୌଣସି  ସଂସଦୀୟ  କମିଟିର  ବୈଠକ ହେବ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିବେ ପ୍ରତିନିଧି । ସବୁ ବିଧାନସଭା କମିଟି ଅଧ୍ୟକ୍ଷ, ୫  ସଦସ୍ୟ, ୪ ବିଧାୟକ ଯୋଗ ଦେବେ । ଅନୁସୂଚିତ ଜାତି/ ଜନଜାତି ଉନ୍ନୟନ ସଂସଦୀୟ ଯୋଗଦେବେ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ, ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking