ଭୁବନେଶ୍ୱର : ସୌମ୍ୟଙ୍କ ସତସାହସ ଅଛି ବୋଲି ସେ କହୁଛନ୍ତି କହିଲେ ନରସିଂହ | ସୌମ୍ୟଙ୍କ ଆଲେଖ୍ୟକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିକ୍ରୟା | ସମସ୍ତେ ଜାଣନ୍ତି ଓଡିଶା ରେ ମାଫିଆ ରାଜ ଚାଲିଛି , କାହାକୁ ଅଛପା ନାହିଁ | ମିଛ ଜିରୋ ଟଲେରାନ୍ସ କୁହାଯାଉଛି , ସବୁ କ୍ଷତ୍ରରେ ଦୁର୍ନୀତି ଚାଲିଛି | ଦୁର୍ନୀତି କୁ କେବଳ ବରଦାସ୍ତ କାରାଯାଉନି , ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଛି | ସୌମ୍ୟ ସରକାରୀ ଦଳ ର ହେଲେ ବି ତାଙ୍କର ସତସାହସ ଅଛି, କହୁଛନ୍ତି |