30.1 C
Bhubaneswar
Monday, May 20, 2024
Homeଅପରାଧସ୍ୱାମୀ ସାଜିଲା ସୈତାନ......

ସ୍ୱାମୀ ସାଜିଲା ସୈତାନ……

ନୂଆଦିଲ୍ଲୀ: ଖାଲି ସେତିକି ନୁହେଁ, ହେମନ୍ତଙ୍କ କହିବା ଅନୁସାରେ କିଛି ଘରୋଇ ବିବାଦକୁ ନେଇ ଦିପା ବିନୟଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଥିଲେ । ଅଭିଯୋଗର ବୁଝାମଣା ସରିବା ପରେ ବିନୟ ପୁଣି ଦିପାଙ୍କୁ ତାଙ୍କ ଘରକୁ ଫେରାଇନେଇଥିଲେ ଏବଂ ବିବାଦର ଅନ୍ତ ଘଟିଥିବା ନିଶ୍ଚିତ କରିଥିଲେ । ହେଲେ ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଏପରି ଘଟଣା ଘଟିଥିବା ପୋଲିସ ଆଗରେ କହିଛନ୍ତି ଦିପାଙ୍କ ଭାଇ ହେମନ୍ତ ।

ସେପଟେ ଦିପା ଓ ହେମନ୍ତଙ୍କର ଦୁଇଟି ସନ୍ତାନ ରହିଛି । ଝିଅ ବୟସ ୨୧ ବର୍ଷ ହୋଇଥିବାବେଳେ ପୁଅର ବୟସ ୧୭ ବର୍ଷ ବର୍ଷ ବୋଲି ଜଣାପଡ଼ିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ବିନୟଙ୍କ ସହ ତାଙ୍କ ମା’ ଓ ଭଉଣୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୟଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଟ୍ରାକ୍ଟର-ଟ୍ରଲର ଏବଂ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨୬ ଜଣଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking