28.1 C
Bhubaneswar
Tuesday, April 28, 2026
Homeଓଡିଶାଆଦିବାସୀ ମେଳାରେ ସାନ୍ତାଳୀର ନୂଆ ରୂପ

ଆଦିବାସୀ ମେଳାରେ ସାନ୍ତାଳୀର ନୂଆ ରୂପ

ଭୁବନେଶ୍ୱର :ଓଡ଼ିଶା ସରକାରଙ୍କ ତରଫରୁ ଆରମ୍ଭ ହୋଇଚି ଆଦିବାସୀ ମେଳା – ୨୦୨୫, ଏହି ମେଳାରେ ନୂଆ କିଛି ଝଲକ ଦେଖିବାକୁ ମିଳିଛି। ବିଶେଷକରି ମୁଖ୍ୟ ଗେଟ୍ ଦେଇ ପ୍ରବେଶ କଲେ ଡାହାଣ ପଟରେ ପାଇବେ ଭଗବାନ ବିର୍ସା ମୁଣ୍ଡା ପଭିଲିଆନ ଏବଂ ସେଠାରେ ରହିଛି ପ୍ରଥମ ଥର ଲାଗି ସାନ୍ତାଳୀ ଲିପି ର ନୂଆ ଚମକ୍। ଡିଜିଟାଲ ଯୁଗରେ ଲୋକେ ଫୋନ୍, ୱେବ୍, ଇଣ୍ଟରନେଟ୍ ଆଦିରେ ସାନ୍ତାଳୀ ଲିପି କେମିତି ଲେଖିବେ ତାହା ହୋଇଚି ସହଜ।

ରାଜ୍ୟ ସରକାରଙ୍କ ” ଓଡ଼ିଶା ଭର୍ଚୁଆଲ ଏକାଡେମୀ ” ପକ୍ଷରୁ ସଂଚାଳିତ ଏବଂ ବିଶେଷଜ୍ଞ ଙ୍କ ଦ୍ଵାରା ନୂଆ ପ୍ରୟାସ ସଫଳ ହୋଇଛି। ଅତି ସହଜରେ ଜଣେ ଆଦିବାସୀ ଭାଇ ଭଉଣୀ କେହି ଏବେ ସାନ୍ତାଳୀ ଲିପି ବ୍ୟବହାର କରି ଫୋନ୍ କି କମ୍ପ୍ୟୁଟର ରେ ନିଜ କାର୍ଯ୍ୟ କରିପାରିବେ। ଏହାକୁ ବହୁତ୍ ଲୋକ ପସନ୍ଦ କରୁଛନ୍ତି। ଆପଣ ବି ଆଦିବାସୀ ମେଳା ଭୁଲିଗଲେ ନିଶ୍ଚୟ ଦେଖନ୍ତୁ ଏହି ନୂଆ ବିଶେଷ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking