34.1 C
Bhubaneswar
Saturday, June 7, 2025
Homeଓଡିଶାଢିଲା ଡ୍ୟୁଟି ଯୋଗୁଁ ଖସିଲା ସାଜନ୍‌

ଢିଲା ଡ୍ୟୁଟି ଯୋଗୁଁ ଖସିଲା ସାଜନ୍‌

କଟକ: ଏସିସିବି ମେଡିକାଲରୁ ଚିକିତ୍ସାଧୀନ ଥିବା କଏଦୀ ଫେରାର ଘଟଣା । ଘଟଣା । କଏଦୀ ସାଜନ ଫେରାର ନେଇ ଚୌଦ୍ୱାର ଜେଲରଙ୍କ ସୂଚନା । ସାଜନ ଫେରାର ନେଇ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । କେଉଁ ପରିସ୍ଥିତିରେ ଫେରାର ହେଲା,ତଦନ୍ତ ଚାଲିଛି । ଡ୍ୟୁଟିରେ ସିଫ୍ଟ ଅନୁଯାୟୀ ଜେଲର ୩ ଜଣ କର୍ମଚାରୀ ଥିଲେ । ଡ୍ୟୁଟିରେ ଖିଲାପ ହୋଇଥାଇପାରେ,ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking