29.1 C
Bhubaneswar
Wednesday, May 21, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ

ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ

ଋଷ : ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ। ୩୦ କିଲୋମିଟର ଅଞ୍ଚଳରେ ସେନାର ଛାଉଣୀ କରିଛି ଋଷ। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ସାଟେଲାଇଟ ଇମେଜ ସାମ୍ନାକୁ ଆସିଛି ଯେଉଁଥିରୁ ଦେଖିବାକୁ ମିଳିଛି ଯେ, ୟୁକ୍ରେନ ଅଧିକୃତ ଦକ୍ଷିଣ-ପୂର୍ବ ସହର ପୋଲୋହିରେ ସେନାର ଛାଉଣୀ କରିଛି ଋଷ। ସାଟେଲାଇଟ ଚିତ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗତ ନଭେମ୍ବର ମାସ ପରଠୁ ଏହି ଅଞ୍ଚଳରେ ଧୀରେ ଧୀରେ ସେନା ମୁତୟନ ବୃଦ୍ଧି କରିଛି ଋଷ। ଋଷର ପଶ୍ଚିମରୁ ଆରମ୍ଭ କରି ପୂର୍ବ ୟୁକ୍ରେନରୁ କ୍ରିମିଆ ପର୍ଯ୍ୟନ୍ତ ଋଷ ସେନା ଏକ ଦୁର୍ଗ ପରି ମୁତୟନ ହୋଇଛନ୍ତି। ପୂର୍ବ ଯୋଜନା ମୁତାବକ ୟୁକ୍ରେନ ଏବେ ଋଷକୁ ବରାବର ଯବାବ ଦେଉଛି ଋଷ। ୟୁକ୍ରେନ ଆକ୍ରମଣର ଯବାବ ଦେବାକୁ ଏବେ ସେନା ଠୁଳ କରୁଛି ଋଷ। ସାଟେଲାଇଟ ଇମେଜରୁ ଜଣା ପଡ଼ୁଛି ଋଷ ସେନା ବିଭିନ୍ନ ପ୍ରକାରର ନୂଆ ଡିଫେନ୍ସ ପୋଜିସନରେ ଏହି ଅଞ୍ଚଳରେ ଠୁଳ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking