32.1 C
Bhubaneswar
Saturday, June 22, 2024
Homeଓଡିଶାକୋରାପୁଟରୁ ଗଡ଼ୁନି ବସ

କୋରାପୁଟରୁ ଗଡ଼ୁନି ବସ

କୋରାପୁଟ : କୋରାପୁଟ ବସଷ୍ଟାଣ୍ଡରେ ସମସ୍ତ ରୁଟରେ ବସ ଚଳାଚଳ ବନ୍ଦ । ଘରୋଇ ବସ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । କୋରାପୁଟରୁ ଘରୋଇ ବସ୍ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ସେପଟେ ବିବାଦ ସମାଧାନ ନହେବା ଯାଏ କର୍ମଚାରୀ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking