31.1 C
Bhubaneswar
Wednesday, May 6, 2026
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ

ସଡକ ଦୁର୍ଘଟଣା : ୨ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ବହୁଦରଡ଼ା ଛକ ନିକଟରେ ଏକ ସ୍କୁଟିକୁ ଏକ ହାଇୱା ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଯାଜପୁରର ଶିବାଶିଷ ମଲ୍ଲିକ ଓ ପୃଥ୍ୱୀରାଜ ଜେନା। ଏହି ଦୁଇ ଜଣ ଭଦ୍ରକରୁ ସ୍କୁଟି ଯୋଗେ ଯାଜପୁର ଅଭିମୁଖେ ଯାଉଥିବା ବେଳେ ବହୁଦରଡ଼ା ଛକ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking