35.1 C
Bhubaneswar
Monday, June 17, 2024
Homeଓଡିଶାସଡକ ଦୁର୍ଘଟଣା : ମାଆ ଓ ମାଉସୀ ଗୁରୁତର, ଶିଶୁ ମୃତ

ସଡକ ଦୁର୍ଘଟଣା : ମାଆ ଓ ମାଉସୀ ଗୁରୁତର, ଶିଶୁ ମୃତ

ସୁନ୍ଦରଗଡ : ସଦର ଥାନା କରମଡିହି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ସହ ସୁହାଁମୁହିଁ ଧକ୍କା ହେଲା ସ୍କୁଟି । ଏହି ଦୁର୍ଘଟଣାରେ ମାଆ ଓ ମାଉସୀ ଗୁରୁତର ହୋଇଥିବା ବେଳେ , କୁନି ଶିଶୁ ମୃତ । ତେବେ ଗୁରୁତର ଅବସ୍ଥାରେ ମାଆ ଓ ମାଉସୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବସ, କାର୍ ପଛପଟୁ ଧକ୍କା ଦେବା ଫଳରେ ବ୍ରିଜ ଉପରେ ଜଳିଗଲା କାର ; ଅଳ୍ପକେ ବର୍ତ୍ତିଗଲେ ଚାଳକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking