ଭୁବନେଶ୍ୱର: ଦିଗପହଣ୍ଡି ବସ ଦୁର୍ଘଟଣାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଚାଲିଛି । ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସର ଡ୍ରାଇଭରଙ୍କୁ ଗିରଫ କଲା ପୋଲିସ । କାଲି ଡ୍ରାଇଭର ମାନଓ ପ୍ରଧାନଙ୍କୁ ଧରି ନେଇଥିଲା ପୋଲିସ । ଭୁବନେଶ୍ୱରରୁ ଧରିନେଇଥିଲା ଦିଗପହଣ୍ଡି ଥାନା ପୋଲିସ । ଦୁର୍ଘଟଣା ପେର ଓଏସଆରଟିସି ଡ୍ରାଇଭର ଭୁବନେଶ୍ୱର ଖସି ଆସିଥିଲେ ବୋଲି ସୂଚନା ରହିଛି ।