31.1 C
Bhubaneswar
Sunday, May 17, 2026
Homeଓଡିଶାଅବସରପ୍ରାପ୍ତ ଆଇଏଏସ ଶ୍ରୀକାନ୍ତ ପୃଷ୍ଟି ସମବାୟ ନିର୍ବାଚନ କମିଶନର

ଅବସରପ୍ରାପ୍ତ ଆଇଏଏସ ଶ୍ରୀକାନ୍ତ ପୃଷ୍ଟି ସମବାୟ ନିର୍ବାଚନ କମିଶନର

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଲା ନୂଆ ଦାୟିତ୍ୱ। ରାଜ୍ୟ ସମବାୟ ନିର୍ବାଚନ କମିଶନର ଭାବେ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତି ମିଳିଛି। ୨୦୦୩ ବ୍ୟାଚ୍‌ର ଆଇଏଏସ ହେଉଛନ୍ତି ଶ୍ରୀକାନ୍ତ ପୃଷ୍ଟି। ଏହି ପଦବୀ ମାସେରୁ ଅଧିକ ସମୟ ଧରି ଖାଲି ପଡ଼ିଥିଲା। ପୂର୍ବରୁ ପୂର୍ବତନ ଆଇଏଏସ ସୁନ୍ଦରଲାଲ ଥିଲେ ସମବାୟ ନିର୍ବାଚନ କମିଶନର। ତାଙ୍କ ପରେ ଏହି ପଦ ଖାଲି ପଡିଥିଲା। ଆଉ ଆଜି ପୂର୍ବତନ ଆଇଏଏସ ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଗକୁ କିପରି ଶ୍ରୀକାନ୍ତ ନିଜର ଦାୟିତ୍ୱ ତୁଲାଉଛନ୍ତି, କିପରି ଭାର ସମ୍ଭାଳୁଛନ୍ତି କିପରି କାର୍ଯ୍ୟକାରୀତା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking