ଝାରସୁଗୁଡ଼ା : ଝାରସୁଗୁଡ଼ା କଂଗ୍ରେସ ସଭାପତିଙ୍କ ଇସ୍ତଫା । ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍କା । ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ଅଶୋକ କୁମାର ମିଶ୍ର । ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଲେ । ସଭାପତି ପଦ ଛାଡ଼ିଥିଲେ ବି ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ କଲେ ।