26.1 C
Bhubaneswar
Friday, July 4, 2025
Homeଓଡିଶାବନ୍ଦ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣା ; ମା’କୁ ହତ୍ୟା କରିଥିଲା ପୁଅ

ବନ୍ଦ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣା ; ମା’କୁ ହତ୍ୟା କରିଥିଲା ପୁଅ

ବଲାଙ୍ଗିର : ବନ୍ଦ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଅ ଗିରଫ । ସାମାନ୍ୟ ବଚସାରୁ ମାକୁ ପୁଅ ହତ୍ୟା କରିଥିବା ପ୍ରେସମିଟରେ ଏସପିଙ୍କ ସୂଚନା । ଗତ ୧୦ରେ ସୁଦପଡା ଗାଁରେ ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ମିଳିଥିଲା । କୌଣସି କାରଣରୁ ବଚସା ପରେ ମା’ର ତଣ୍ଟି ଚିପି ହତ୍ୟା କରିଥିଲା ପୁଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking