29.1 C
Bhubaneswar
Saturday, May 4, 2024
Homeଓଡିଶାତୁରନ୍ତ ବ୍ୟାନ୍ ହଟାଅ - ନରସିଂହ

ତୁରନ୍ତ ବ୍ୟାନ୍ ହଟାଅ – ନରସିଂହ

ଭୁବନେଶ୍ୱର : ଓଲିଉଡ କଳି ମଧ୍ୟରେ ପୁଣି ଏଣ୍ଟ୍ରି କଲେ ନରସିଂହ ମିଶ୍ର । ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ । ବ୍ୟାନ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ? ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି । ସମାଧାନ ପାଇଁ ନୁହେଁ , କେବଳ ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି । ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ ପ୍ରତ୍ୟାହାର କର ବୋଲି ନରସିଂହ ମିଶ୍ର କହିଛନ୍ତି । ସେମାନେ କହୁଛନ୍ତି ଭୁଲ୍ ଥିଲେ କ୍ଷମା ମାଗିବୁ । ପଶ୍ଚିମ ଓଡିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking