30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଜିଓର କେଉଁ ପ୍ଲାନ ର ଚାହିଦା ସବୁଠୁ ଅଧିକ, ଜାଣିବା ପାଇଁ ପଢନ୍ତୁ

ଜିଓର କେଉଁ ପ୍ଲାନ ର ଚାହିଦା ସବୁଠୁ ଅଧିକ, ଜାଣିବା ପାଇଁ ପଢନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ରିଲାଏନ୍ସ ଜିଓର ଗ୍ରାହକ ତେବେ ଏହା ନିହାତି ଆପଣଙ୍କ ପାଇଁ ଖୁସି ଖବର । କାରଣ ଜିଓର ୪ଟି ପ୍ରିପେଡ ପ୍ଲାନ ଏବେ ସବୁଠୁ ଅଧିକ ଡିମାଣ୍ଡରେ ରହିଛି । କମ୍ପାନୀ ଏହାକୁ ବେଷ୍ଟ ସେଲର ନା ଦେଇଛି । ପ୍ଲାନରେ ପ୍ରିପେଡ ଗ୍ରାହକଙ୍କୁ ଭଲ ଅଫର୍ସ ମଧ୍ୟ ମିଳୁଛି । ରିଲାଏନ୍ସ ଜିଓର ଏହି ପ୍ଲାନରେ ସବୁଠୁ ଶସ୍ତା ୧୯୯ ଟଙ୍କିଆ ( ଜିଓ ୧୯୯ ପ୍ଲାନ) ରହିଛି । ସେହିଭଳି ସବୁଠୁ ଅଧିକ ଦାମ ର ପ୍ଲାନ ୨୩୯୯ ଟଙ୍କା ( ଜିଓ ୨୩୯୯ ପ୍ଲାନ) । ଏହିଭଳି ଦୁଇ ପ୍ଲାନ ପ୍ରତିଦିନ ୧.୫ ଜିବି ଡାଟା ସହିତ ଆଉ ଦୁଇ ପ୍ଲାନ ପ୍ରତିଦିନ ୨ ଜିବି ଡାଟା ବେନିଫିଟ ସହ ରହିଛି । ଏଥିରେ ଆପଣଙ୍କୁ ୨୮ ଦନିରୁ ଆରମ୍ଭ କରି ଏକ ବର୍ଷ ପର୍ଯ୍ୟନ୍ତ ବୈଧତା ମିଳିବ । ଜିଓର ସର୍ବୋତ୍ତମ ବେଷ୍ଟ ସେଲର ପ୍ଲାନ (ରିଲାଏନ୍ସ ଜିଓ ବେଷ୍ଟ ବିକ୍ରେତା ପ୍ରିପେଡ୍ ପ୍ଲାନ୍) ର ମୂଲ୍ୟ ୧୯୯, ୫୫୫, ୫୯୯ ଟଙ୍କା ଏବଂ ୨,୩୯୯ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking