ଭୁବନେଶ୍ୱର: ନବୀନଙ୍କ ୨୩ ବର୍ଷର ଶାସନକୁ ସମାଲୋଚନା କଲେ ସମୀର ମହାନ୍ତି । ୨ୟ ସର୍ବାଧିକ ଅବଧି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ୨୩ ବର୍ଷ ଶାସନରେ ପ୍ରତିଶୃତି ପାଳନ ନକରିବାର ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଶୃତି ଦେବା ଓ ପାଳନ କରିବାର ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଳଶେଚନ,ଶୀତଳଭଣ୍ଡାର ପ୍ରତିଶୃତି ପାଳନ ନକରିବାର ରେକର୍ଡ, ଚାଷୀଙ୍କ ଆୟ ଦୁଇଗୁଣ,ଅପପୃଷ୍ଟି ଭଳି ପ୍ରତିଶୃତି ପାଳନ ନକରି ରେକର୍ଡ । ଜନପ୍ରତିନିଧିମାନେ ଜଣେ ସଚିବଙ୍କ ପାଇଁ ଚୌକି ପକାଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି । ଚୌକି ପକାଉଛନ୍ତି,ଲୋକ ଯୋଗାଡ କରୁଛନ୍ତି ଏହା କି ପ୍ରକାର ରେକର୍ଡ ବୋଲି ପ୍ରଶ୍ନ କରିଛନ୍ତି ସମୀର ।