ଭୁବନେଶ୍ୱର ; ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରେସମିଟରେ ରାମଚନ୍ଦ୍ର କାଡାମଙ୍କ ଚେତାବନୀ ା ନିଜ ପଦରୁ ଇସ୍ତଫା ପ୍ରଦାନ ଦିଅନ୍ତୁ ଅମିତ ଶାହ । ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ ଇସ୍ତଫା ନଦେଲେ ଜନଆନ୍ଦୋଳନ କରିବୁ । ରାହୁଲ ଗାନ୍ଧୀ ଜଣେ ସାଂସଦ , ସେନିଜ କାମ କରୁଛନ୍ତି । ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଠେଲି ନାହାଁନ୍ତି ।