ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପାଇଛିି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦ ଏବଂ ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୧୩ ସୁଦ୍ଧା ପ୍ରାର୍ଥିିପତ୍ର ପ୍ରତ୍ୟାହାର । ୨୦ରେ ଭୋଟ ଗ୍ରହଣ ହେବ । ଓଡିଶା ସମେତ ୪ଟି ରାଜ୍ୟରେ ଖାଲିପଡିଥିବା ପଦବୀରେ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟସଭାରି ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ ।