28.1 C
Bhubaneswar
Tuesday, April 1, 2025
Homeଓଡିଶାଧରାକୋଟରେ ବେଆଇନ୍ ଇଟାଭାଟି ଉପରେ ଚଢଉ

ଧରାକୋଟରେ ବେଆଇନ୍ ଇଟାଭାଟି ଉପରେ ଚଢଉ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟରେ ବେଆଇନ୍ଇ ଇଟାଭାଟି ଉପରେ ପ୍ରଶାସନର ଚଢଉ । ଆକ୍ସନ ମୋଡ଼ରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡେ । ଧରାକୋଟ ଅଞ୍ଚଳରେ ଅନେକ ଇଟାଭାଟି ବେଆଇନ୍ ଭାବେ ଗଢିଉଠିଥିବା ଅଭିଯୋଗ ହୋଇଆସୁଥିଲା । ଆଜି ନିଜେ ତହସିଲଦାର ସେସବୁ ଇଟାଭାଟି ଉପରେ ଚଢଉ କରିଛନ୍ତି । ଇଟାଭାଟି ଉପରେ ଜେସିବି ଚଢାଇ ଭାଙ୍ଗି ଦେଇଛନ୍ତି । ଫଳରେ ହଜାର ହଜାର ଇଟା ନଷ୍ଟ ହୋଇଛି । ପୋଲିସ, ଅଗ୍ନିଶମ ବିଭାଗ ଓ ତହସିଲ କର୍ମଚାରୀଙ୍କୁ ନେଇ ଗଠନ କରାଯାଇଛି ଏକ ଟିମ୍‌ । ଏହି ଟିମ୍ ଆଜି ବେଆଇନ୍ ଇଟାଭାଟି ଉପରେ ଚଢଉ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking