35.1 C
Bhubaneswar
Sunday, March 30, 2025
Homeଓଡିଶାଓଡିଶାରେ ପହଞ୍ଚିଲେ ରାହୁଲ ଗାନ୍ଧି

ଓଡିଶାରେ ପହଞ୍ଚିଲେ ରାହୁଲ ଗାନ୍ଧି

ଭୁବନେଶ୍ୱର : ଦିନିକିଆ ଓଡିଶା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଝାରସୁଗୁଡାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିର ଗଲେ ରାହୁଲ । କୋଶଳ କଳାମଣ୍ଡଲ ପଡିାରେ ଆୟୋଜିତ ସଭାରେ ଯୋଗଦେବେ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଆଜି ରାହୁଲ। ତା ପରେ ତାଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking