27.1 C
Bhubaneswar
Wednesday, July 16, 2025
Homeରାଜନୀତିରାହୁଲ କ୍ଷମା ମାଗନ୍ତୁ : ବିଜେପି

ରାହୁଲ କ୍ଷମା ମାଗନ୍ତୁ : ବିଜେପି

ବ୍ୟୁରୋ : ରାହୁଲଙ୍କ ମନ୍ତବ୍ୟକୁ ଶାସକ ଦଳ ସଭ୍ୟ ଙ୍କ ପ୍ରବଳ ବିରୋଧ | ଜୋରଦାର ବିରୋଧ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁକୁ | ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ଦାବି କଲେ ବିଜେପି ସଦସ୍ୟ |ରାହୁଲ ଭାରତୀୟ ନୁହନ୍ତି ବୋଲି କହିଲେ ସ୍ମୃତି ଇରାନୀ | ମଣିପୁର ଖଣ୍ଡିତ ହୋଇନି ମୋ ଦେଶର ଅବିଛେଦ୍ୟ ଅଙ୍ଗ ମଣିପୁର | ମଣିପୁର ଭାରତର ଅବିଛେଦ୍ୟ ଅଙ୍ଗ ରହିଛି ରହିଥିବ | କଂଗ୍ରେସ ଚାହୁଁଛି , କାଶ୍ମୀର ରେ ପୁନଃ ୩୭୦ ଲାଗୁ କରାଯାଉ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking