32.1 C
Bhubaneswar
Thursday, April 30, 2026
Homeଓଡିଶାରଘୁନନ୍ଦନଙ୍କୁ ଆଗୁଆ ଜାମିନ ମଞ୍ଜୁର

ରଘୁନନ୍ଦନଙ୍କୁ ଆଗୁଆ ଜାମିନ ମଞ୍ଜୁର

ଭୁବନେଶ୍ୱର : ବିଜେଡି ନେତା ରଘୁନନ୍ଦନ ଦେସଙ୍କୁ ମିଳିଲା ଆଶ୍ୱସ୍ତି । ହାଇକୋର୍ଟରୁ ରଘୁନନ୍ଦନଙ୍କ ଆଗୁଆ ଜାମିନ ମଞ୍ଜୁର । ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଥିଲେ ରଘୁନନ୍ଦନ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲା ଏକ ଘରୋଇ ନ୍ୟୁଜ ଚ୍ୟାନେଲ । ଉକ୍ତ ଘଟଣା ନେଇ କ୍ୟାପିଟାଲ ଥାନାରେ ଏତଲା ପରେ ରଘୁନନ୍ଦନଙ୍କ ଘରେ ପହଞ୍ଚିଥିଲା ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking