24.1 C
Bhubaneswar
Thursday, February 20, 2025
Homeଓଡିଶାପ୍ରଶ୍ନପତ୍ର ଲିକ : ୫ ଅଟକ

ପ୍ରଶ୍ନପତ୍ର ଲିକ : ୫ ଅଟକ

ବରଗଡ : ପ୍ରଶ୍ନପତ୍ର ଲିକ ଘଟଣାରେ ୫ ଜଣ ଅଟକ ରହିଛନ୍ତି ।  ଅଟକ ରଖି ବରପାଲି ପୋଲିସ ପଚରା ଉଚରା କରୁଛି ପୋଲିସ । ୩ୟ ସେମିଷ୍ଟାର ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ ହୋଇଥିଲା । ବରପାଲି ମହାବିଦ୍ୟାଳୟରେ ପରୀକ୍ଷା ବେଳେ କିଛି ବିଦ୍ୟାର୍ଥୀ ଧରାପଡିଥିଲେ ।  ପ୍ରଶ୍ନପତ୍ର ଲିକ ନେଇ ବରପାଲି ଥାନାରେ ଏତଲା ହୋଇଥିଲା ।  ବରପାଲି ମହାବିଦ୍ୟାଳୟର ପ୍ରିନ୍ସପାଲ ଥାନାରେ ଏତଲା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking