27.6 C
Bhubaneswar
Saturday, July 20, 2024
Homeଓଡିଶା୨୨ ଅଧିକାରୀଙ୍କୁ ଅବସର ଅନୁମତି

୨୨ ଅଧିକାରୀଙ୍କୁ ଅବସର ଅନୁମତି

ଭୁବନେଶ୍ୱର : ୨୨ ଅଧିକାରୀଙ୍କୁ ମିଳିଲା ଅବସର ଅନୁମତି । ଚଳିତ ମାସ ୩୦ ତାରିଖରେ ଏମାନେ ଅବସର ନେବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ ସେମାନେ କିଏ କିଏ…
୧)ପ୍ରଦୀପ କୁମାର ବେହେରା (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
୨)ମାୟାଧର ପଟ୍ଟାୟତ (ଅତିରିକ୍ତ ସଚିବ) -ଏଚ୍ ଏବଂ ୟୁଡି ବିଭାଗ
୩)ନୃସିଂହ ଚରଣ ମିଶ୍ର (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
୪)ଚିତ୍ତରଞ୍ଜନ ମହାନ୍ତି(ଅତିରିକ୍ତ ସଚିବ) -ଇସ୍ରାତ ଓ ଖଣି ବିଭାଗ
୫)ଧରଣିଧର ମହନ୍ତ (ଅତିରିକ୍ତ ସଚିବ) -ରାଜସ୍ୱ ଏବଂ ଡିଏମ ବିଭାଗ
୬)ଅଭୟ କୁମାର ମହାନ୍ତି (ଅତିରିକ୍ତ ସଚିବ)-ପି ଏବଂ ସି ବିଭାଗ
୭)ଧନେଶ୍ୱର ପଣ୍ଡା (ଯୁଗ୍ମ ସଚିବ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୮)ଚିରଞ୍ଜିବ ନାରାୟଣ ଧାର (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
୯)ଜୟନ୍ତ କୁମାର ବେହେରା (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
୧୦) ବସନ୍ତ କୁମାର ମଲ୍ଲିକ (ଯୁଗ୍ମ ସଚିବ)-ଏଫ ଏବଂ ଏଆରଡି ବିଭାଗ
୧୧)କାଳୁରାମ ଟୁଡୁ (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
୧୨)ପ୍ରଶାନ୍ତ କୁମାର ନାୟକ (ଉପ ସଚିବ)-ସଂସଦୀୟ ବ୍ୟାପାର ବିଭଆଗ
୧୩)ପ୍ରଦୀପ୍ତ କୁମାର ମହାନ୍ତି (ଉପ ସଚିବ)-କୋଅପରେସନ ବିଭାଗ
୧୪) ଚୀର କୁମାର ମହାପାତ୍ର (ଉପ ସଚିବ)-ଜଙ୍ଗଲ ବିଭାଗ
୧୫)ଅମୂଲ୍ୟ କୁମାର ମହାନ୍ତି (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
୧୬)ପ୍ରଫୁଲ୍ଲ କୁମାର ବାରିକ(ଉପ ସଚିବ)-ଗୃହ ବିଭାଗ
୧୭)କେ. ରାଘବ ରାଓ(ଅଣ୍ଡର ସେକ୍ରେଟେରୀ)-ଅର୍ଥ ବିଭାଗ
୧୮)ପରମେଶ୍ୱର ବେହେରା (ଅଣ୍ଡର ସେକ୍ରେଟେରୀ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୧୯)ବିଷ୍ଣୁ ପ୍ରସାଦ ସ୍ୱାଇଁ (ଡେସ୍କ ଅଫିସର)-ଗୃହ ବିଭାଗ
୨୦)ସୁକାନ୍ତ କୁମାର ଦାସ(ଡେସ୍କ ଅଫିସର)-ରାଜସ୍ୱ ଏବଂ ଡିଏମ ବିଭାଗ
୨୧)ଶସାଙ୍କ ଶେଖର ନନ୍ଦ(ଡେସ୍କ ଅଫିସର)-ଅର୍ଥ ବିଭାଗ
୨୨)ସୁଧୀର ପଟ୍ଟନାୟକ(ସେକସନ ଅଫିସର)-ଏଫଏସ ଏବଂ ସିଡବ୍ଲୁ ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking