30.1 C
Bhubaneswar
Friday, May 17, 2024
Homeଓଡିଶାୟୁଵା କ୍ଲବ ପକ୍ଷ ରୁ ସମ୍ବର୍ଦ୍ଧନା ସଭା

ୟୁଵା କ୍ଲବ ପକ୍ଷ ରୁ ସମ୍ବର୍ଦ୍ଧନା ସଭା

ଯାଜପୁର : ଯାଜପୁର ଜିଲl ଏକ ଅଗ୍ରଣୀ ୟୁବା କ୍ଲବ l ଏଥି କ୍ଲବ ସେବା ମନ ବୃତ୍ତି ନେଇ ଗଠନ କାରା ଯାଇଛି ଏଥି କ୍ଲବ ବାର୍ଷିକ ଉତ୍ସବ ଉପ ଲକ୍ଷେ ସହର ର ପ୍ରତିଭା ବ୍ୟକ୍ତି ମାଙ୍କୁ ଗୁରୁବାର ସନ୍ଧ୍ୟା ରେ ଯାଜପୁରରୋଡ ସଂସ୍କୃତି ଭବନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା l ସହର ର କାଳୀପୂଜା କମିଟି ର ସଭାପତି ସମ୍ପାଦକ ଶାନ୍ତି କମିଟି ର ସଦସ୍ୟ ସାମ୍ବାଦିକ ସମାଜ ସେବା ସଂୟ ସହାୟକ ଗୋଷ୍ଠୀ ମିଶନ ଶକ୍ତି ଗୋଷ୍ଟି କାଉନସିଲର ବୟଜେଷ୍ଟ ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାଙ୍କୁ ସମ୍ବର୍ଦ୍ଧିତ କାରା ଯାଇ ଥିଲା ଏହି ଉତ୍ସବ କୁ ଯାଜପୁର ପୌପରିଷଦର ର ପୁର୍ବ ତନ ଅଧ୍ୟକ୍ଷ ଭାବ ପ୍ରସାଦ ଦାସ୍ ଆନୁଷ୍ଠାନିକ ଭାବେ ଉଡୁ ଘାଟନ କରିଥିଲେ l ଏଥି ଉତ୍ସବ ରେ ଅଣ ସଂଗଠିତ ଓ କର୍ମଚାରୀ କଂଗ୍ରେସ ରାଜ୍ୟ ଆଧ୍ୟକ୍ଷ ତଥା ଶାନ୍ତି କମିଟି ର ଅଭାହକ ଵିଦ୍ୟା ଧର ମହାନ୍ତି ମୁଖ୍ୟ ଅତିଥି ପୁର୍ବ ତନ ପୌରପରିଷଦ ର ଅଧ୍ଯକ୍ଷ ସରୋଜିନୀ ବଳ ବିଜେଡି ଦଳ ର ଜିଲ୍ଲା ମହିଳା ସଭା ପତି ସବିତା ରାଉତ ସମାଜ ସେବୀ ରବିନାରାୟଣ ପୁହାଣ ରାକେଶ ରାଉତ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିଲେ l ୟୁଭl କ୍ଲବ ର ସଭାପତି ତଥା ପୌପରିଷଦର ଉପ ନଗର ପଲ ସୁବାସ ଚନ୍ଦ୍ର ବଳ ସଭା ର ସଭାପତି ତ୍ୟୋ କରି ଥିଲେ l କ୍ଲବ ତରପୁ ସଙ୍କୃତିକ କାର୍ଯ୍ୟ କ୍ରମ କରାଯାଇ ଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking