22.1 C
Bhubaneswar
Friday, November 7, 2025
Homeଓଡିଶାମମତାଙ୍କୁ ପୃଥ୍ୱୀରାଜଙ୍କ ଜବାବ

ମମତାଙ୍କୁ ପୃଥ୍ୱୀରାଜଙ୍କ ଜବାବ

ଭୁବନେଶ୍ୱର: କଟକ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମାଲୋଚନା ପ୍ରସଙ୍ଗ । ମମତାବାନାର୍ଜୀଙ୍କୁ ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ।  କହିଲେ ଓଡିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ମମତା । କଟକରେ ଯାହା ଘଟିଥିଲା ତାହା ଗୋଟେ ଦୁର୍ଘଟଣା । ସରକାର ଉପରେ ଓଡିଶାବାସୀଙ୍କ ଭରସା ଅଛି । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ । ନିଜ କଥା ବୁଝନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking