34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଜି ଜମ୍ମୁ ଯିବେ ପ୍ରଧାନମନ୍ତ୍ରୀ

ଆଜି ଜମ୍ମୁ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କାଶ୍ମୀର ଗସ୍ତ । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିବେ । ଚେନାବ୍ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଲୱେ   ବ୍ରିଜ୍ ହୋଇପାରେ ଲୋକାର୍ପଣ । ଉଦ୍ଧମପୁରରେ ଦେବିକା ନଦୀ ପ୍ରକଳ୍ପ ଲୋକାର୍ପଣ କରିପାରନ୍ତି ମୋଦି । ଜାମ୍ମୁରେ ଜନସଭାକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ଜାମ୍ମୁ-କାଶ୍ମୀର ଗସ୍ତ ହେବ । କେବଳ ଜାମ୍ମୁ ନୁହେଁ, କାଶ୍ମୀର ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking