27.1 C
Bhubaneswar
Wednesday, June 26, 2024
Homeଓଡିଶାବିଜେପି ଯିବେ ପ୍ରଶାନ୍ତ !

ବିଜେପି ଯିବେ ପ୍ରଶାନ୍ତ !

ବ୍ୟୁରୋ : ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ | ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା | ପ୍ରଶାନ୍ତ ବିଜେପି ଯାଉଥିବା କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର | ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତ ଙ୍କ କଥା କହିଲେ ସସ୍ମିତ | ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ପ୍ରଶାନ୍ତଙ୍କୁ ସସପେଣ୍ଡ କରିଥିଲେ ମୁଖ୍ୟମନ୍ତ୍ରୀ | ପରେ ପ୍ରଶାନ୍ତକୁ ମୁଖ୍ୟମନ୍ତ୍ରୀ ବିଜେଡିରୁ ବହିଷ୍କାର ମଧ୍ୟ କରିଥିଲେ | ଏବେ ସେହି ପ୍ରଶାନ୍ତ ବିଜେପିର ଗେଲ୍ହା ପୁଅ ସାଜିଛନ୍ତି , ସଭାସମିତି କରୁଛନ୍ତି | ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି | ଏପରି ଲୋକଙ୍କୁ ଆପଣେଇ ଧର୍ମେନ୍ଦ୍ର କି ବାର୍ତା ଦେବାକୁ ଚାହୁଁଛନ୍ତି | ନିଜ ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଶାନ୍ତକୁ କୋଳେଇ ନେବେକୁ ଯାଉଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking