36.1 C
Bhubaneswar
Monday, June 17, 2024
Homeଓଡିଶାଭୋଟ ହାତେଇବାକୁ ମିଛ ପଟ୍ଟା ବାଣ୍ଟୁଛନ୍ତି ସରକାର : ମନମୋହନ

ଭୋଟ ହାତେଇବାକୁ ମିଛ ପଟ୍ଟା ବାଣ୍ଟୁଛନ୍ତି ସରକାର : ମନମୋହନ

ଭୁବନେଶ୍ୱର : ପଟ୍ଟା ବଣ୍ଟନକୁ ବିଜେପି ସଭାପତି ମନମୋହନ ସାମଲଙ୍କ ଟାର୍ଗେଟ | ହିତାଧିକାରୀଙ୍କୁ ମିଛ ପଟ୍ଟା ବଣ୍ଟା ଯାଉଥିବା କହିଲେ ମନମୋହନ | ୨୦୦୮ରେ ସର୍ଭେ ; ୨୦୧୨ ଓ ୨୦୧୭ରେ ଗେଜେଟ ନୋଟିଫିକେସନ | ଏବେ ୨୦୨୩ରେ ଜମି ପଟ୍ଟା ବାଣ୍ଟି ସରକାର ବାହାଦୂରୀ ମାରୁଛନ୍ତି | ୧୯୮୯ରେ ସହରାଞ୍ଚଳ ଲୋକଙ୍କୁ ୯୯ ବର୍ଷ ପାଇଁ ଲିଜ ଜମି ଦିଆଯାଇଥିଲା | ୨୦୦୬ରେ ମୁଁ ମନ୍ତ୍ରୀ ଥିବା ବେଳେ ସବୁ ଜମିକୁ ଫ୍ରି ହୋଲ୍ଡ କରିଥିଲି | ଏବେ ସରକାର ଯେଉଁ ପଟ୍ଟା ଦେଉଛନ୍ତି ତାହା ଜମି ପଟ୍ଟା ନୁହେଁ | ଲୋକଙ୍କୁ ଫର୍ମ ନମ୍ବର ୨ ଦିଆଯାଇଛି , ତାହା ଜମି ପଟ୍ଟା ନୁହେଁ | ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବାକୁ ଏଭଳି ଖେଳୁଛନ୍ତି ସରକାର |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking