32.1 C
Bhubaneswar
Saturday, June 7, 2025
Homeଓଡିଶାବିଧାନସଭାରେ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା

ବିଧାନସଭାରେ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା

ଭୁବନେଶ୍ୱର: ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ପ୍ରଦୀପ । ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ହଟିଲେ ପ୍ରଦୀପ ପାଣିଗ୍ରାହୀ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking