25.8 C
Bhubaneswar
Saturday, July 27, 2024
Homeଓଡିଶାଚର୍ଚ୍ଚାରେ ସମ୍ଭାବ୍ୟ ମନ୍ତ୍ରୀ

ଚର୍ଚ୍ଚାରେ ସମ୍ଭାବ୍ୟ ମନ୍ତ୍ରୀ

ଭୁବନେଶ୍ୱର : ବିଜେପିର ନୂଆ ସରକାର ଗଠନ ହେବାକୁ ଯାଉଛି । ୧୨ ତାରିଖରେ ମନ୍ତ୍ରିମଣ୍ଡଳ ଗଠନ ହେବ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୨୧ ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ରହିବେ । ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଲେ ୨୦ ଜଣ ମନ୍ତ୍ରୀ ସ୍ଥାନ ପାଇବେ । ଦଳର ୭୮ଜଣ ବିଧାୟକ ଜିତିଛନ୍ତି । ଏମାନଙ୍କ ମଧ୍ୟରୁ କେଉଁମାନେ ଆସିବେ ତାକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ସୁରେଶ ପୂଜାରୀଙ୍କ ନା’ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଛି । ମନ୍ତ୍ରୀ ପଦ ପାଇଁ ଯେଉଁ ନାମ ସବୁ ଚର୍ଚ୍ଚା ହେଉଛି ସେଥିରେ….

୧) ସମ୍ବଲପୁର ବିଧାୟକ- ଜୟନାରାୟଣ ମିଶ୍ର
୨) ପାଟଣାଗଡ଼ ବିଧାୟକ- କେ.ଭି ସିଂହଦେଓ
୩) କେନ୍ଦୁଝର ବିଧାୟକ- ମୋହନ ଚରଣ ମାଝୀ
୪) କୁଚିଣ୍ଡା ବିଧାୟକ – ରବିନାରାୟଣ ନାୟକ
୫) ରଣପୁର ବିଧାୟିକା – ସୁରମା ପାଢ଼ୀ
୬) ଚିଲିକା ବିଧାୟକ – ପୃଥ୍ୱୀରାଜ ହରିଚନ୍ଦନ
୭) ନିମାପଡ଼ା ବିଧାୟିକା – ପ୍ରଭାତୀ ପରିଡ଼ା
୮) ଢ଼େଙ୍କାନାଳ ବିଧାୟକ – କୃଷ୍ଣ ଚନ୍ଦ୍ର ପାତ୍ର
୯) ସାରଶକଣା ବିଧାୟକ – ଭାଦବ ହାସଁଦା
୧୦) ଉଦଳା ବିଧାୟକ – ଭାସ୍କର ମଡ଼େଇ
୧୧) ବଡ଼ସାହି ବିଧାୟକ – ସନାତନ ବିଜୁଳୀ
୧୨) ଦିଗପହଣ୍ଡି ବିଧାୟକ – ସିଦ୍ଧାନ୍ତ ମହାପାତ୍ର
୧୩) ଜଗସିଂହପୁର ବିଧାୟକ – ଅମରେନ୍ଦ୍ର ଦାସ
୧୪) ଛତ୍ରପୁର ବିଧାୟକ – କୃଷ୍ଣ ଚନ୍ଦ୍ର ନାୟକ
୧୫) ଧାମନଗର ବିଧାୟକ – ସୂର୍ଯ୍ୟବଂଶୀ ସୂରଜ
୧୬) ଝରିଗାଁ ବିଧାୟକ – ନରସିଂହ ଭଦ୍ରା
୧୭) କଣ୍ଟାମାଳ ବିଧାୟକ – କହ୍ନେଇ ଡାଙ୍ଗ
୧୮) ମାଲକାନଗିରି ବିଧାୟକ – ନରସିଂହ ମାଡ଼କାମୀ
୧୯) ମହକାଳପଡ଼ା ବିଧାୟକ – ଦୂର୍ଗା ପ୍ରସନ୍ନ ନାୟକ
୨୦) କଣ୍ଟାବାଞ୍ଜି ବିଧାୟକ – ଲକ୍ଷ୍ମଣ ବାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking