36.1 C
Bhubaneswar
Sunday, May 19, 2024
Homeଓଡିଶାସ୍ୱଳ୍ପବୟସ୍କଙ୍କ ଦ୍ୱାରା ଅପବ୍ୟବହାର ପରେ ପର୍ଣ୍ଣହବ କଲା ୯ ମିଲିୟନ ଭିଡ଼ିଓର ଅପସାରଣ

ସ୍ୱଳ୍ପବୟସ୍କଙ୍କ ଦ୍ୱାରା ଅପବ୍ୟବହାର ପରେ ପର୍ଣ୍ଣହବ କଲା ୯ ମିଲିୟନ ଭିଡ଼ିଓର ଅପସାରଣ

ନୂଆଦିଲ୍ଲୀ : ଅଣ୍ଡରଏଜ ବିଷୟକୁ ନେଇ ବନାଯାଇଥିବା ପର୍ଣ୍ଣ ଭିଡ଼ିଓ ସଂସ୍ଥା ନିଜ ସାଇଟରୁ ୧୦ ଲକ୍ଷରୁ ଅଧିକ ଭିଡ଼ିଓ ଅପସାରଣ କରିଛି । ଯାହା ମଧ୍ୟରେ କିଛି ଶାରୀରିକ ତସ୍କରୀ କଣ୍ଟେଣ୍ଟ ମଧ୍ୟ ଅଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟର କହିବା ଅନୂସାରେ ଭିସା ଓ ମାଷ୍ଟରକାର୍ଡ଼ ନିଜର ଟାଇ ଏହିଭଳି ୱେବସାଇଟରୁ କାଟିଛନ୍ତି । ଏବଂ ଏହା ପ୍ରକାଶ କରିଛି ଯେ କେତେ ପରିମାଣରେ ଅଶ୍ଲିଳ ଓ ବେଆଇନ ଭାବରେ ଭିଡ଼ିଓ ବନାଯାଇ ୱେବସାଇଟ ମାନଙ୍କରେ ପ୍ରସାର ଓ ପ୍ରଚାର କରାଯାଉଥିଲ । ବିଶେଷ କରି ନାବାଳକ ଓ ନାବାଳିକା ମାନଙ୍କର । ଏହି ଯୋଗୁଁ ପର୍ଣ୍ଣହବ ସାଇଟ ନିଜ କଣ୍ଟେଣ୍ଟରୁ ଏପରି ଭିଡ଼ିଓ ଗୁଡ଼ିକୁ ଅପସାରଣ କରିଛି । ଏହାଛଡ଼ା ଯେଉଁ ମାନେ ବିନା ପରୀକ୍ଷଣ ଓ ପ୍ରମାଣ ପତ୍ରରେ ଭିଡ଼ିଓ ଅପଲୋଡ଼ କରୁଛନ୍ତି ସେମାନଙ୍କ ଭିଡ଼ିଓକୁ ମଧ୍ୟ କାଟି ଦେଇଛି । କମ୍ପାନୀର କହିବା ଅନୂସାରେ ସବୁ ବିନା ପରଚୟ ପତ୍ର ଯାଞ୍ଚରେ ଅପଲୋଡ଼ କରାଯାଉଥିବା ଭିଡ଼ିଓ ଗୁଡ଼ିକ କଟାଯିବ ।ଓ ଯାଞ୍ଚ ପରେ ହିଁ ଅପଲୋଡ଼ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟା ପୂର୍ବରୁ ଫେସବୁକ , ଟିକଟକ , ଇନଷ୍ଟ୍ରଗ୍ରାମ ,ଟ୍ୱିଟର , ସ୍ନାପଚାଟ , ୟ୍ୟୁଟୁବ ଦ୍ୱାରା ମଧ୍ୟ ହେଉନଥିଲ ।
କମ୍ୟୁନିଟିର ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ । ଏହି ପର୍ଣ୍ଣହବ ସାଇଟରୁ ବହୁ ସେକ୍ସ କର୍ମଚାରୀ ତାଙ୍କର ଗୁଜୁରାଣ ମେଣ୍ଟାଇଥାନ୍ତି । ଯେଉଁଥିରେ କି ଅସୁବିଧା ଆସିପାରେ ଏହି ଅସୁବିଧା ପୂର୍ବରୁ କୋରନା ମହାମାରୀ ପାଇଁ କଠିନ ସ୍ଥିତିରେ ରହିଛି । ଆଜି ଯାଏଁ ୱେବସାଇଟରେ କିଏ ବି କଣ୍ଟେଣ୍ଟ ଅପଲେଡ଼ କରିପାରୁଥିଲ । ପର୍ଣ୍ଣହବ ଏହାମଧ୍ୟ କହିଛି ତାଙ୍କ ୱେବସାଇଟର ନୀତି ପାଇଁ ସେ ଟାର୍ଗେଟ ଶିକାର ହେଉନାହିଁ । କିନ୍ତୁ ଏହା ଏକ ଆଡ଼ଲ୍ଟ କଣ୍ଟେଣ୍ଟ ପ୍ଲାଟଫର୍ମ । ତେଣୁ ଏବେଠୁ ଏକ ପେପରରେ ନାଁ ଲେଖିବା ସହିତ ଫଟୋ ପରିଚୟ ପତ୍ର ଯାଞ୍ଚ କରାଯାଇ ଅପଲୋଡ଼ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking