30.1 C
Bhubaneswar
Monday, May 20, 2024
Homeଓଡିଶାଛତିଶଗଡ଼ର ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ

ଛତିଶଗଡ଼ର ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ । ପୋଲିସ୍‌ ଗୁଳିରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁକମା ଏସ୍‌ପି ସୁନୀଲ ଶର୍ମା । ଚିତାଗୁଫା ଜଙ୍ଗଲରେ ଏସ୍‌ଟିଏଫ, ଡିଆର୍‌ଜି ଏବଂ ସିଆରପିଏଫ୍‌ ଜବାନଙ୍କର ବଡ଼ ଧରଣର ଅପରେସନ୍‌ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking