37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବିମାନ କ୍ରାସ , ୪ ଭାରତୀୟଙ୍କ ମିଳିଲା ପରିଚୟ

ବିମାନ କ୍ରାସ , ୪ ଭାରତୀୟଙ୍କ ମିଳିଲା ପରିଚୟ

କାଠମାଣ୍ଡୁ :ନେପାଳ ବିମାନ କ୍ରାସ ଘଟଣା । ନିଖୋଜ ୪ ଭାରତୀୟ ଙ୍କ ପରିଚୟ ମିଳିଲା । ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଭାରତୀୟ ଥିବା ସୂଚନା ମିଳିଥିଲା । ନିଖୋଜ ୪ ଭାରତୀୟ ଗୋଟିଏ ପରିବାର ର ହୋଇଥିବା ସୂଚନା । ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବ ତ୍ରିପାଠୀ । ଦୁର୍ଘଟଣା ସ୍ଥଳ ଯାଂଚ କରୁଛି ନେପାଳ ସେନା ହେଲିକପ୍ଟର ।

ନେପାଳ ରେ ବିମାନ ନିଖୋଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking