30.1 C
Bhubaneswar
Saturday, May 4, 2024
Homeଓଡିଶାପିପିଲି ଉପନିର୍ବାଚନ : ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପିପିଲି ଉପନିର୍ବାଚନ : ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପିପିଲି : ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିଲା । ଦ୍ୱତିୟ ରାଉଣ୍ଡରେ ବି ବିଜେପିକମୁ ପଛାରେ ପକାଇ ବିଜେଡି ଆଗୁଆ ଥିଲା । ଏବେ ତୃତିୟ ରାଉଣ୍ଡର ଫଳାଫଳ ମଧ୍ୟ ଆସିଛି । ତୃତୀୟ ରାଉଣ୍ଡରେ ବି ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗୁଆ ରହିଛି । ତୀୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ଖଣ୍ଡ ଭୋଟରେ ବିଜେଡି ଆଗୁଆ ବିଜେଡିକୁ ୧୩,୬୧୧, ବିଜେପିକୁ ୮,୫୬୭ ଓ କଂଗ୍ରେସକୁ ୧୧୮୦ ଖଣ୍ଡଳ ଭୋଟ୍ ମିଳିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଥିଲା । ଦ୍ୱିତୀୟ ରାଉଣ୍ଡରେ ୨୪୪୧ ଭୋଟରେ ବିଜେଡି ଆଗୁଆ  ରହିଥିଲା । ବିଜୁ ଜନତା ଦଳର ପ୍ରାର୍ଥୀ ରୂଦ୍ର ମହାରଥୀ ଆଗୁଆ ଚାଲୁଛନ୍ତି ।

ବିଜେଡି -୧୩,୬୧୧

ବିଜେପି -୮,୫୬୭

କଂଗ୍ରେସ – ୧୧୮୦

ପିପିଲି ଉପନିର୍ବାଚନ : ୨ୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୪୪୧ ଭୋଟରେ ଆଗୁଆ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking