34 C
Bhubaneswar
Saturday, June 20, 2026
Homeଓଡିଶାଟ୍ୱିନ୍ ସିଟିରେ ପେଟ୍ରୋଲ ଏବଂ ଡିଜେଲ ଦରରେ ସାମାନ୍ୟ ହ୍ରାସ!

ଟ୍ୱିନ୍ ସିଟିରେ ପେଟ୍ରୋଲ ଏବଂ ଡିଜେଲ ଦରରେ ସାମାନ୍ୟ ହ୍ରାସ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି।ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୦.୨୨ ପଇସା କମି ବର୍ତ୍ତମାନ ୧୦୦.୯୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ଡିଜେଲ ଦର ମଧ୍ୟ ଲିଟର ପିଛା ୦.୨୨ ପଇସା ହ୍ରାସ ପାଇବା ସହ ବର୍ତ୍ତମାନ ୯୨.୫୫ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, କଟକ ସହରରେ ମଧ୍ୟ ଉଭୟ ତୈଳ ଦର କମିଛି। କଟକରେ ପେଟ୍ରୋଲ ଦର ୦.୧୩ ପଇସା କମି ୧୦୧.୧୯ ଟଙ୍କା ରହିଥିବା ବେଳେ, ଡିଜେଲ ଦର ୦.୧୧ ପଇସା ହ୍ରାସ ପାଇ ଲିଟର ପିଛା ୯୨.୭୭ ଟଙ୍କାରେ ବିକ୍ରି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking