27.1 C
Bhubaneswar
Sunday, September 8, 2024
Homeଓଡିଶାଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ: ବିଶ୍ୱଭୂଷଣ

ଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ: ବିଶ୍ୱଭୂଷଣ

ପୁରୀ: ଶ୍ରୀମନ୍ଦିର ୩ ଦ୍ୱାର ଖୋଲାଯାଉ କହିଲେ ଛତିଶଗଡ ରାଜ୍ୟପାଳ । ଓଡିଶା ଗସ୍ତ ବେଳେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା । ନିକଟରେ ପୁରୀ ଯାଇ ଶ୍ରଦ୍ଧାଳୁଙ୍କ ଦୁଃଖଦୁର୍ଦ୍ଦଶା ଦେଖିଲି । ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ବିକଳ୍ପ ବାଟ ସରାକରଙ୍କୁ ଜଣା ଏବଂ ୩ ଦ୍ୱାର କୋଲାଯାଉ । ଗୋଟିଏ ଦ୍ୱାରରେ ପ୍ରକଳ୍ପ କାମ ହେଉ, ଆଉ ଅନ୍ୟ ୩ ଦ୍ୱାର ଖୋଲୁ । ଐତିିହ ରକ୍ଷା କରି ପରିକ୍ରମା ପ୍ରକଳ୍ପ ହେଉ ବୋଲି କହିଲେ ବିଶ୍ୱଭୂଷଣ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାର୍ଥକ୍ୟ ରଖାନଯାଉ । ଭକ୍ତ ଯେମିତି ସହଜରେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ । ଲୋକ ଯନ୍ତ୍ରଣା ନପାଆନ୍ତୁ ବୋଲି କହିଲେ ବିଶ୍ୱଭୂଷଣ ହରିଚନ୍ଦନ ।

ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking